ସ୍ନାନବେଦୀରେ ବିଶ୍ବନିଅନ୍ତାଙ୍କ ସ୍ନାନ ଉତ୍ସବ, ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରନ୍ତି ଶ୍ରୀବିଗ୍ରହ
2026-06-28 6 Dailymotion
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିର ପରିସରରେ ଥିବା ସ୍ୱର୍ଣ୍ଣକୂପରୁ ୧୦୮ କଳସୀ ସୁବାସିତ ଜଳ ସଂଗ୍ରହ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ କରାଯାଏ । ରିପୋର୍ଟ:ଶକ୍ତିପ୍ରସାଦ ମିଶ୍ର