ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ସପିଂ ପାଇଁ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ, ମିଳିଲା ମୃତଦେହ । ରିପୋର୍ଟ: ସଞ୍ଜୟ ପରିଡ଼ା