ଖଡ଼ିଆଳ କୃଷକ ସଂଗଠନ ପକ୍ଷରୁ ଆଜି ଖଡ଼ିଆଳ ବ୍ଲକ ଛକ ନିକଟସ୍ଥ 353 ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରାଯାଇଛି । ରିପୋର୍ଟ: ମୋତିଲାଲ ବାଗ୍