Surprise Me!

ଜୁଲାଇ 2ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କ ନଷ୍ଟ ହେବ ନାହିଁ ଏକ ବର୍ଷ

2026-06-29 1 Dailymotion

ଜୁଲାଇ 2ରୁ 10 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଓଟିଇଟି ପରୀକ୍ଷା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ପ୍ରଭାବିତ ହେବ ନାହିଁ ବୋଲି ସଭାପତି ସ୍ପଷ୍ଟ କରିଛନ୍ତି । ରିପୋର୍ଟ- ନାରାୟଣ ସାହୁ

Buy Now on CodeCanyon