Surprise Me!

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଆଁରେ ୧୫ରୁ ଅଧିକ ପୋଷାକ ଦୋକାନ

2026-06-30 0 Dailymotion

ରାଜଧାନୀର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ୍ ବିଲ୍ଡିଂରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପ୍ରାୟ ୧୫ଟି ଦୋକାନ ଜଳୁଥିବା ସୂଚନା ମିଳିଛି।

Buy Now on CodeCanyon