ସ୍କୁଲ ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି ଘଟଣାକୁ ନେଇ ବିଜେଡି ୪୮ ଘଣ୍ଟାର ଅଲ୍ଟିମେଟମ୍ ଦେଇଥିବା ବେଳେ, କଂଗ୍ରେସ ସିଧାସଳଖ ରାଜ୍ୟବ୍ୟାପୀ ଆନ୍ଦୋଳନର ପଥ ବାଛିଚି । <br />ରିପୋର୍ଟ-ସଞ୍ଜୀବ କୁମାର ରାୟ