ପୂର୍ବରୁ ସରକାର 20 ଲକ୍ଷ ଟନ ଧାନ ଉଠାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଯାଏଁ 18 ଲକ୍ଷ ଟନରୁ ଅଧିକ ଧାନ ଉଠିଗଲାଣି । ରିପୋର୍ଟ- ମନୋରଞ୍ଜନ ସଙ୍ଖୁଆ