Surprise Me!

ଭିଜିଲାନ୍ସ ଜାଲରେ ବୁର୍ଲା VIMSAR ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟେୱାର୍ଡ ଅଶ୍ୱିନୀ ମେହେର, 19 ଲକ୍ଷ ଟଙ୍କା ଜବତ

2026-06-30 1 Dailymotion

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା VIMSARର ଦୁଇ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ । ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ 9ଟି ସ୍ଥାନରେ ଏକକାଳୀନ ରେଡ୍। ରିପୋର୍ଟ: ବାଦଶାହ ଜୁସ୍ମନ ରଣା

Buy Now on CodeCanyon