ହାତୀ ନଦୀରେ କୁମ୍ଭୀର ଆତଙ୍କ : ମାଛ ଧରାଳୀଙ୍କ ହାତରେ ଧରା ପଡ଼ି, ଜାଲ ଛିଣ୍ଡାଇ ଛୁ ! ଭୟରେ ନଦୀକୂଳିଆ ବାସିନ୍ଦା
2026-06-30 9 Dailymotion
ମାଛ ଧରାଳୀଙ୍କ ଜାଲରେ ଏକ ବିରାଟ କୁମ୍ଭୀର ପଡିବା ପରେ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ନଦୀରେ କମ୍ ପାଣି ଥିବାରୁ କୁମ୍ଭୀରଟି ଅନ୍ୟତ୍ର ଯାଇପାରୁନାହିଁ । ରିପୋର୍ଟ: ଅଜିତ୍ କୁମାର ସିଂ