ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଲେ ଓମ୍ସା ଡାକ୍ତର ସଙ୍ଘ; ସାରା ରାଜ୍ୟରେ ରୋଗୀ ସେବା ବ୍ୟାହତ
2026-07-01 2 Dailymotion
ସାରା ରାଜ୍ୟରେ ଡାକ୍ତରମାନେ ଆଜି ଆନ୍ଦୋଳନ କରୁଥିବାବେଳେ ରୋଗୀସେବା ବ୍ୟାହତ ହୋଇଛି ।<br />ରିପୋର୍ଟ-ସମୀର ରଞ୍ଜନ ଆଚାର୍ଯ୍ୟ/ରାଧାକାନ୍ତ ମହାନ୍ତି/ବାଦଶାହ ଜୁସ୍ମନ କୁମାର ରଣା/ଅଜିତ କୁମାର ସିଂହ