ବାଲେଶ୍ବର ଜିଲ୍ଲାପାଳ ନିଜେ ଚଢ଼ାଉ କରି ହସ୍ପିଟାଲ ଓ ତାର ଏକ ଶାଖାକୁ ସିଲ୍ କରିଛନ୍ତି । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି । ରିପୋର୍ଟ- ଜୀବନ ଜ୍ୟୋତି ନାୟକ