ଶ୍ରୀଗୁଣ୍ଡିଚା ଯାତ୍ରାକୁ 5ଦିନର ଅପେକ୍ଷା; ପୋଲିସ ବ୍ୟବସ୍ଥା ସମୀକ୍ଷା କଲେ ଡିଜି, ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ
2026-07-11 2 Dailymotion
ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଚଳିତବର୍ଷ ଅଘଟଣ ମୁକ୍ତ ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର