ସରିଲା ଖଣ୍ଡଗିରି ଯାତ୍ରା ଓ ମେଳା ପାଇଁ କମିଶନରେଟ ପୋଲିସର ବୈଠକ । ଯାତ୍ରାରେ ହେବ ନାହିଁ ଅଶ୍ଳୀଳ ନାଚ । ଗଠନ ହେବ ସେଣ୍ଟ୍ରାଲ କୋର୍ଡିନେଟ୍ କମିଟି ।