ଖୁବ ଶୀଘ୍ର ନିଯୁକ୍ତି ହେବେ ମହିଳା କମିଶନ । ଏହା ଉପରେ ତର୍ଜମା ଚାଲିଛି । ଏକା ସମୟରେ ମହିଳା କମିଶନ, ଶିଶୁ କମିଶନ ପଦବୀ ପୂରଣ ହେବ ।