ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ରାଜନୈତିକ ନୁହେଁ ବରଂ ପ୍ରତି ମହିଳାଙ୍କ ସ୍ବର ପାଇଁ ଏହି ଆନ୍ଦୋଳନର ଡାକରା ଦିଆଯାଇଛି ବୋଲି କହିଛି ଦଳ । ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ