ପୂର୍ବରୁ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ତାହା ଅଧାରୁ କାର୍ଯ୍ୟକ୍ଷମ ହେବା ବନ୍ଦ ହୋଇଛି ।