ବଳଙ୍ଗା ଥାନାରେ ପହଁଚି ପୋଲିସ ସହ ଆଲୋଚନା କରିଛି କଂଗ୍ରେସ ଟିମ୍ । ବଳଙ୍ଗା ନାବାଳିକା ଜାଳିବା ଘଟଣାର ତଦନ୍ତ ନେଇ ଆଲୋଚନା କରିଛି ଟିମ ।