ଗୁରୁ ଶିଷ୍ୟଙ୍କ ଏକାଠିକୁ ନେଇ ଚର୍ଚ୍ଚା ଆରମ୍ଭ । ବିଜେପିରେ ସାମିଲ ହେବେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।