ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଶୁଣି ମୁଁ ଆଶ୍ଚର୍ଯ୍ୟ । ସେ ଜାଣି ନାହାନ୍ତି, ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ ।<br />ରିପୋର୍ଟ-ଭବାନୀ ଶଙ୍କର ଦାସ