ଆଜି(ଗୁରୁବାର) ମଧ୍ୟାହ୍ଣରେ ଖମିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟ ଚାଲୁଥିବା ସମୟରେ ବଜ୍ରାଘାତରେ ୩ଜଣ ଛାତ୍ରୀ ଆହତ ହୋଇଛନ୍ତି ।