ଦଶହରାରେ ରିଲିଜ 'ଚାରିଧାମ-ଚ୍ୟାଲେଞ୍ଜ'; ଅନୁଭବ-ଅର୍ଦ୍ଧେନ୍ଦୁ ମଧ୍ୟରେ କଡା ଟକ୍କର, କିଏ ମାରିବ ବାଜି ?
2025-09-22 3 Dailymotion
ବକ୍ସ ଅଫିସରେ ଅନୁଭବ ମହାନ୍ତି ଓ ଅର୍ଦ୍ଧେନ୍ଦୁ ସାହୁଙ୍କ ମଧ୍ୟରେ ହେବ କଡା ଟକ୍କର । ଦଶହରା ଅବସରରେ ଆସୁଛି ଓଡିଆ ଫିଲ୍ମ ଚାରିଧାମ-ଚ୍ୟାଲେଞ୍ଜ । କିଏ ମାରିବ ବାଜି ?