Surprise Me!

ଗୋପାଳପୁରରେ ମାଛ ଜାଲରୁ ମିଳିଲା ବିରଳ କୀଟ; ସମୁଦ୍ର ଭିତରେ ତିଆରି କରୁଛି ସିମେଣ୍ଟ ଭଳି ଶକ୍ତ ଘର

2025-10-16 316 Dailymotion

ମାଛଧରା ଜାଲରୁ ସଂଗୃହିତ ବିରଳ ପ୍ରଜାତିର କୀଟ 'ସାବେଲେରିଆ ମିରିଆନ୍‌ସିସ୍'କୁ ଚିହ୍ନଟ କଲା ଭଞ୍ଜବିହାରର ସାମୁଦ୍ରିକ ବିଜ୍ଞାନ ବିଭାଗ । ଅଧିକ ପଢନ୍ତୁ

Buy Now on CodeCanyon