ସାଇବର ଅପରାଧିଙ୍କ କବଳରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାପାଇଁ, ପୁରୀ ଏସପି ପ୍ରତୀକ ସିଂଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।