ସାଇବର ଅପରାଧୀଙ୍କ ଟାର୍ଗେଟରେ ଗାଡି ମାଲିକ, ଚାଲାଣ ଭରିବା ଆଳରେ ବିଛାଉଛନ୍ତି ଠକେଇ ଜାଲ; ଜାଣନ୍ତୁ, କେମିତି ବର୍ତ୍ତିବେ
2026-04-22 6 Dailymotion
ମହିଳାଙ୍କ ହ୍ୱାଟ୍ସଆପକୁ ଏଭଳି ମେସେଜ ଆସିଥିଲା। ରେଡ୍ ଲାଇଟ୍ ପାର କରି ଟ୍ରାଫିକ୍ ଆଇନ ଉଲଙ୍ଘନ କରିଥିବାରୁ ୨୨୦୦ ଟଙ୍କା ଜରିମାନା ଦେବାକୁ ହେବ ବୋଲି ମେସେଜରେ ଉଲ୍ଲେଖ ଥିଲା।<br />ରିପୋର୍ଟ-ସତ୍ୟଜିତ ରାଉତ