ପଶ୍ଚିମବଙ୍ଗରୁ ଏହି ବ୍ରାଉନ ସୁଗର ଓ ବେଆଇନ କଫ୍ ସିରପକୁ ଡ୍ରଗ୍ସ ପେଡଲରମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଆଣି ଯୁବପିଢ଼ୀଙ୍କୁ ଟାର୍ଗେଟ କରି ବିକ୍ରି କରୁଛନ୍ତି l