Surprise Me!

EXPLAINER: ନୂଆପଡ଼ାରେ ନିର୍ଣ୍ଣାୟକ ହେବେ କି ମହିଳା ଏବଂ ଆଦିବାସୀ ଭୋଟର, କଣ କହୁଛନ୍ତି ବିଶ୍ଳେଷକ ?

2025-10-30 40 Dailymotion

ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା 253624 ହୋଇଥିବା ବେଳେ, ପୁରୁଷ ଭୋଟର 124108 ଏବଂ ମହିଳା ଭୋଟର 129495 । ଆଦିବାସୀ ଭୋଟର ପାଖାପାଖି 40 ପ୍ରତିଶତ ।

Buy Now on CodeCanyon