ବାଲେଶ୍ୱରରେ ରିଂ ରୋଡ୍ ନିର୍ମାଣ ନେଇ 10 ବର୍ଷ ତଳେ ପ୍ରୟାସ କରିଥିଲେ ତତକାଳୀନ ସାଂସଦ ରବୀନ୍ଦ୍ର ଜେନା । ଏବେ ବିଧାନସଭାରେ ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ମାନସ କୁମାର ଦତ୍ତ ।