ସମ୍ବଲପୁରରେ ଜାତୀୟ ରୋଡ ସାଇକଲିଂ ଚାମ୍ପିୟନସିପ ଆରମ୍ଭ ହୋଇଛି । ରାଜ୍ୟରେ ଏହା ଦ୍ୱିତୀୟ ଜାତୀୟ ସ୍ତରର ପ୍ରତିଯୋଗିତା । ଆସନ୍ତା 6 ତାରିଖ ଯାଏଁ ଚାଲିବ ।