ବ୍ରହ୍ମପୁରରେ ବଢୁଛି ଚୋରା ବନ୍ଧୁକ କାରବାର; ନିୟମିତ ସନ୍ଧ୍ୟାକାଳୀନ ନାକାବନ୍ଦୀ କରିବ କି କମିଶନରେଟ୍ ପୋଲିସ ?
2025-12-08 3 Dailymotion
ଜବତ କରାଯାଇଥିବା ଅଟୋମେଟିକ୍ କାର୍ବାଇନ୍ ସହିତ ୧୦ଟି ପିସ୍ତଲ କାହାକୁ ଟାର୍ଗେଟ କରି ଚାଲାଣ ହେଉଥିଲା ?କେଉଁଠୁ ଆସୁଥିଲା ଏ ବନ୍ଧୁକ, ମାରଣାସ୍ତ୍ର ? କାହାକୁ ହତ୍ୟା କରିବା ଯୋଜନା ଥିଲା କି ?