କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦର ଅଭିନବ କାର୍ଯ୍ୟକ୍ରମ; ସ୍କୁଲ ପିଲାଙ୍କୁ 'ଛବିଳ ମଧୁ ବର୍ଣ୍ଣବୋଧ'
2026-01-16 18 Dailymotion
ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରାଇବା ପାଇଁ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦର ପ୍ରୟାସ । ପ୍ରାଥମିକ ବିଦ୍ୟାଳୟରେ ବର୍ଣ୍ଣବୋଧକୁ ବାଧ୍ୟତାମୂଳକ କରିବା ପାଇଁ ସରକାରଙ୍କ ପାଖରେ ଦାବି ।