ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଲାଙ୍ଗୀରରେ ୨୧ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଛୁଟି
2026-04-17 1 Dailymotion
ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ୨୧ ଏପ୍ରିଲ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ରିପୋର୍ଟ: ବିକାଶ କୁମାର ଦାସ