ମା' ବିରଜା ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ
2026-01-30 5 Dailymotion
ଆସନ୍ତା 3ରେ ପ୍ରଥମ ଥର ପାଇଁ ମା'ବିରଜା କ୍ଷେତ୍ରକୁ ଆସିବେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନାଭିଗୟାରେ କରିବେ ପିତୃପୁରୁଷଙ୍କୁ ପିଣ୍ଡଦାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି।