Surprise Me!

ମହାନଦୀ ଜଳ ବିବାଦ; ଏବେବି ଅସମାହିତ ସମସ୍ୟା, କେଉଁଠି ରହିଛି ତ୍ରୁଟି ?

2026-02-06 0 Dailymotion

ମହାନଦୀ ଜଳ ବିବାଦର ସମାଧାନ କେବେ ? କେବେ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବ ? ସମାଧାନ ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି କହିଲେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ।

Buy Now on CodeCanyon