ଉତ୍କଟ ଜଳ ସମସ୍ୟା: ଦିନେ ଜଳ ଯୋଗାଣ ହେଲେ 3 ଦିନ ବନ୍ଦ, ନଦୀ ପଠା ଖୋଳି ସାଉଁଟୁଛନ୍ତି ଦୂଷିତ ଜଳ
2026-04-21 9 Dailymotion
ନୂଆପଡ଼ା ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମରେ ଉତ୍କଟ ଜଳ ସମସ୍ୟା । ଦିନେ ପାଣି ଆସିଲେ ଆସନ୍ତା 3-4 ଦିନ ପର୍ଯ୍ୟନ୍ତ ପାଣି ଯୋଗାଣ ଠପ୍ ହୋଇଯାଉଛି । ସ୍ବତନ୍ତ୍ର ରିପୋର୍ଟ: ମୋତିଲାଲ ବାଗ୍