ବୁର୍ଲା ଭୀମସାର ମେଡିକାଲରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ବ୍ୟବସ୍ଥା ଉପରେ ଯେଭଳି ଗ୍ୟାସ ସଙ୍କଟର ପ୍ରଭାବ ନପଡି ସେଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ସଜାଗ ରହିଛି ।