Surprise Me!

ସରକାରୀ ଶିଶୁବାଟିକାରେ ନାଁ ଲେଖା ପାଇଁ ଅଭିଭାବକଙ୍କୁ ଜିଲ୍ଲାପାଳ ଓ ବିଧାୟକଙ୍କ ନିବେଦନ

2026-03-24 3 Dailymotion

ଏପ୍ରିଲ ୧ରୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ । ଶିଶୁ ବାଲବାଟିକାରେ ପିଲାଙ୍କ ନାମଲେଖା ପାଇଁ ଜିଲ୍ଲାପାଳ ଓ ବେଗୁନିଆ ବିଧାୟକଙ୍କ ଅଭିଭାବକଙ୍କୁ ନିବେଦନ । ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ।

Buy Now on CodeCanyon