କେନ୍ଦ୍ରାପଡ଼ାର ଏହି ପାୱାରଲିଫ୍ଟର ବିଶ୍ୱ ଚାମ୍ପିଅନସିପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମାତ୍ର ଆର୍ଥିକ ସଙ୍କଟ ତାଙ୍କ ଗୋଡ଼କୁ ବାନ୍ଧି ଦେଇଛି। ସ୍ୱତନ୍ତ୍ର ରିପୋର୍ଟ: ରାଧାକାନ୍ତ ମହାନ୍ତି