ନୟାଗଡ଼ ଦଶପଲ୍ଲା ଟାକେରା ନିକଟରେ ମର୍ମନ୍ତୁଦ ବସ ଦୁର୍ଘଟଣା, 5 ମୃତ, 30ରୁ ଅଧିକ ଗୁରୁତର
2026-03-28 18 Dailymotion
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି 5 ଜଣ ତୀର୍ଥଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ରିପୋର୍ଟ: ବିଶ୍ବ ଭୁଷଣ ମହାପାତ୍ର