Surprise Me!

ସିମୁଳିଆରେ 2ଟି ଦୁର୍ଘଟଣା: ମାଛ ବୋଝେଇ ଟ୍ରକକୁ ପିଟିଲା ବସ୍, ନାଳକୁ ଖସିଲା ଟ୍ରାଭେଲର୍, 20ରୁ ଅଧିକ ଗୁରୁତର

2026-04-23 0 Dailymotion

<p>BALASORE ACCIDENT , ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ 2ଟି ସ୍ଥାନରେ ଦୁର୍ଘଟଣା ଘଟିଛି । 16 ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଏକ ଟ୍ରାଭେଲର୍ ନାଳକୁ ଖସି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ, ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଓଭରବ୍ରିଜ ଉପରେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିବା ଶାନ୍ତିଲତା ଯାତ୍ରୀବାହୀ ବସ୍ ଏକ ମାଛ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁଇଟି ଦୁର୍ଘଟଣାରେ 21 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି । ଏହି ଦୁଇଟି ଦୁର୍ଘଟଣାରେ 21 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି ।</p>

Buy Now on CodeCanyon