ସରିଲା ବିଜେପି କୋର୍ କମିଟି ବୈଠକ; ପଞ୍ଚାୟତ ଦଖଲ ପାଇଁ ଦଳୀୟ ନେତାଙ୍କୁ ଗୁରୁ ମନ୍ତ୍ର ଦେଲେ ନୀତିନ୍ ନବୀନ
2026-05-18 3 Dailymotion
'ସଂଗଠନ ପାଇଁ ଯେତେ ପାରୁଛ କର । ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ । ସୁଭଦ୍ରା, ଆୟୁଷ୍ମାନ ଭଳି ଅନ୍ୟ ସେବା ଘରେ ଘରେ ପହଞ୍ଚାଅ ।'<br />ରିପୋର୍ଟ-ମନୋରଞ୍ଜନ ଶଙ୍ଖୁଆ