'ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଏଣିକି ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତା ମୂଳକ'- ସଂସ୍କୃତି ମନ୍ତ୍ରୀ
2026-04-04 2 Dailymotion
ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମଥର ନିୟମ ଉଲଂଘନ ପାଇଁ ଅତିକମ୍ରେ ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ । ରିପୋର୍ଟ ଦେବସ୍ମିତା ରାଉତ...