ରାଜ୍ୟରେ 23 ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି l ଏହିସବୁ ଜିଲ୍ଲାର ଏସଡିସିରେ ଚେୟାରମ୍ୟାନ ଓ ଭାଇସଚେୟାରମ୍ୟାନ ପଦବୀରେ 46 ଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛିି ।<br />ରିପୋର୍ଟ-ମନୋରଞ୍ଜନ ଶଙ୍ଖୁଆ