ରାଜରାସ୍ତାରେ ଆଶାୟୀ ଶିକ୍ଷକ; ତୁରନ୍ତ ନିଯୁକ୍ତି ଦାବି ସହ ଅତିଥି ଶିକ୍ଷକ ନିଯୁକ୍ତିକୁୁ ବିରୋଧ କରି ଗର୍ଜଲେ
2026-04-06 2 Dailymotion
ନୂତନ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।ଆଶାୟୀ ଶିକ୍ଷକ ।<br />ରିପୋର୍ଟ - ବିକାଶ କୁମାର ଦାସ