କୋଡ଼ିଙ୍ଗାମାଳି ବକ୍ସାଇଟ ଖଣି ସମ୍ପ୍ରସାରଣ ପ୍ରସଙ୍ଗ: ଜନଶୁଣାଣିରେ ନିଯୁକ୍ତି ଓ ମୌଳିକ ସୁବିଧା ଦାବି କଲେ ବାସିନ୍ଦା
2026-06-25 2 Dailymotion
ଲକ୍ଷ୍ମୀପୁର ବ୍ଲକର ଚମ୍ପି ପଞ୍ଚାୟତରେ ଆୟୋଜିତ ଏହି ଜନଶୁଣାଣିରେ 15 ଶହରୁ ଉର୍ଦ୍ଧ ସ୍ଥାନୀୟ ବାସିନ୍ଦା ଯୋଗଦେଇ ନିଜର ମତାମତ ଓ ଦାବି ଉପସ୍ଥାପନ କରିଥିଲେ । ରିପୋର୍ଟ- ସାନ୍ତାକାର ସି