ସିଜିମାଳି ଉତ୍ତେଜନାକୁ ନେଇ ପରିବେଶବିତ୍ଙ୍କ ପ୍ରଶ୍ନ ? ମଧ୍ୟରାତ୍ରରେ ଆଦିବାସୀ ଗାଁକୁ କାହିଁକି ଆସିଥିଲେ ସଶସ୍ତ୍ର ପୋଲିସ
2026-04-09 0 Dailymotion
ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଖଣି ଖନନ ପ୍ରକଳ୍ପକୁ ବାତିଲ କରିବା ପାଇଁ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ