ଜୀବନ ହାରିଲେ ଅଗ୍ନିବୀର ପ୍ରଶିକ୍ଷାର୍ଥୀ କାର୍ତ୍ତିକ, INS ଚିଲିକା କ୍ୟାମ୍ପସରୁ ମୃତଦେହ ଉଦ୍ଧାର
2026-04-10 0 Dailymotion
ଖୋର୍ଦ୍ଧା INS ଚିଲିକା କ୍ୟାମ୍ପସରେ ଜଣେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।