ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ଏପରି ଏକ ଅଭିଯୋଗ ଆସିଛି । କେହି ଦୁର୍ବୃତ୍ତ ମାଛ ଚାଷ ହୋଇଥିବା ପୋଖରୀରେ ବିଷ ଢାଳିଥିବା ଅଭିଯୋଗ ହୋଇଛି ।