କଟକ ରେଳଷ୍ଟେସନରୁ ପୁଣି ଉଦ୍ଧାର ହେଲେ 59 ନାବାଳକ; ସପ୍ତାହକରେ 71 ଉଦ୍ଧାର, କାରଣ ଖୋଜୁଛି ପୋଲିସ
2026-04-15 0 Dailymotion
ବିହାରର ଅରରିଆ ଭଳି ପଛୁଆ ଜିଲ୍ଲାର ଗରିବ ପରିବାରକୁ ମୁଖ୍ୟତଃ ଟାର୍ଗେଟ୍ କରାଯାଉଛି। ଓଡ଼ିଶାରେ ମାଗଣା ମଦ୍ରାସା ଶିକ୍ଷା ସହ ରହିବା-ଖାଇବା ମିଳିବ ସୀମା ପାର କରାଯାଉଛି ।<br />ରିପୋର୍ଟ-ନାରାୟଣ ସାହୁ