Surprise Me!

ହଜି ଯାଇଥିବା 114 ଫୋନ ଉଦ୍ଧାର; ମୋବାଇଲ ହ୍ୟାଣ୍ଡଓଭର ମେଳାରେ ହସ୍ତାନ୍ତର କଲା ପୋଲିସ

2026-04-20 0 Dailymotion

ଏହି ମୋବାଇଲଗୁଡ଼ିକ ଚୋରି ହୋଇନଥିଲା, ବିଭିନ୍ନ ସମୟରେ ଲୋକଙ୍କ ଅସାବଧାନତା ଯୋଗୁଁ ହଜି ଯାଇଥିଲା। ସମ୍ବଲପୁର ଜିଲ୍ଲା ପୋଲିସ ଏସବୁ ଖୋଜି ଫେରାଇ ଦେଇଛି । <br />ରିପୋର୍ଟ-ବାଦଶାହ ଜୁସ୍ମନ କୁମାର ରଣା

Buy Now on CodeCanyon