ଓଡ଼ିଶାର କଳା କାରିଗରୀକୁ ଭୁରି ଭୁରି ପ୍ରଶଂସା କଲେ .. ଓଡ଼ିଆ ଯୁବପିଢିଙ୍କୁ ଆଗକୁ ଯିବା ପାଇଁ ଟିପ୍ସ ଦେଲେ ବଲିଉଡ କଳାକାର
2026-04-19 4 Dailymotion
ଓଡିଶା ଏକ ସୁନ୍ଦର ଜାଗା । ଏଠାରେ ଏଭଳି କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉ ଏମିତି କହି ଓଡିଶାକୁ ପ୍ରଶଂସା କଲେ ।<br />ରିପୋର୍ଟ-ବିକାଶ କୁମାର ଦାସ